ରେଳ ଷ୍ଟେସନ ଉନ୍ନତୀକରଣ ପାଇଁ ବାଟ ଫିଟିବ : ଉଚ୍ଚତା ନେଇ ସର୍ଭେ କଲା ଏଏଆଇ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ପ୍ରାୟ ଦେଢ଼ ବର୍ଷ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିବା ପରେ ସେପ୍ଟେମ୍ବର ୧୯, ୨୦୧୯ରେ ଏନେଇ ଏମ୍‌ଓୟୁ ସ୍ଵାକ୍ଷର ହୋଇଥିଲା। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଓ ବିଡିଏ ମଧ୍ୟରେ ଏମ୍‌ଓୟୁ ସ୍ଵାକ୍ଷର ହୋଇଥିଲା। ସବୁ ବିବାଦର ଅନ୍ତ ହୋଇଯାଇଥିବାରୁ ରେଳ ଷ୍ଟେସନ ଉନ୍ନତୀକରଣରେ ଆଉ କିଛି ସମସ୍ୟା ରହିବନି ବୋଲି କୁହାଯାଇଥିଲା। ହେଲେ ରେଳ ଷ୍ଟେସନରେ … Continue reading ରେଳ ଷ୍ଟେସନ ଉନ୍ନତୀକରଣ ପାଇଁ ବାଟ ଫିଟିବ : ଉଚ୍ଚତା ନେଇ ସର୍ଭେ କଲା ଏଏଆଇ